ଆରମ୍ଭ ହେଲା ‘ଶିଶିର ସରସ’: ମିଳିବ ୨୫ ରାଜ୍ୟର ହାତ ତିଆରି ସାମଗ୍ରୀ

ଭୁବନେଶ୍ୱର: ଗୋଟିଏ ଛାତ ତଳେ ମିଳୁଛି ୨୫ ରାଜ୍ୟର ହାତ ତିଆରି ସାମଗ୍ରୀ। ଶୀତ ବସ୍ତ୍ରଠାରୁ ଆରମ୍ଭ କରି ବାଉଁଶ ଶିଳ୍ପ ସାମଗ୍ରୀ, ସବାଇ ଘାସ ଘରସଜ୍ଜା ଫୁଲ ଓ ଫୁଲଦାନୀ, ସିଲ୍କ ଓ ରଟ୍‌ ଆଇରନ୍‌ ସାମଗ୍ରୀ, ଟସର କପଡ଼ା ଓ ଲୁଗା ଆଦିର ଏକ ବିଶାଳ ପସରା ପଡ଼ିଛି ପ୍ରଦର୍ଶନୀ ପଡ଼ିଆ ପରିସରରେ। ଆଜିଠାରୁ ଆରମ୍ଭ ହୋଇଯାଇଛି ଜାତୀୟସ୍ତରୀୟ ମେଳା ‘ଶିଶିର ସରସ-୨୦୨୦’। ପଞ୍ଚାୟତିରାଜ ଓ ପାନୀୟ … Continue reading ଆରମ୍ଭ ହେଲା ‘ଶିଶିର ସରସ’: ମିଳିବ ୨୫ ରାଜ୍ୟର ହାତ ତିଆରି ସାମଗ୍ରୀ